କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡ଼ିଛି। ଦୁଇ ଗୁରୁତରଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ;ଫୋକସରେ ପୌର ନିର୍ବାଚନ
- ଜୁନିୟର ଏନଟିଆରଙ୍କ ନୂଆ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ
- kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍
- ଭେଣ୍ଡି କାଟିବା ବେଳେ ଲାଳ ବାହାରୁଛି କି? ଆପଣାନ୍ତୁ ଏହି ଛୋଟିଆ ଟ୍ରିକ୍, ରୋଷେଇ ହେବ ଆହୁରି ସ୍ୱାଦିଷ୍ଟ
- Illegal arms trafficking: ବେଆଇନ ଅସ୍ତ୍ରଶସ୍ତ୍ର କାରବାର; ପୃଥକ ମାମଲାରେ ୫ ଗିରଫ
- ଆଇସିସି ହଲ ଅଫ ଫେମରେ ସାମିଲ ହେବେ ଗାଙ୍ଗୁଲି
- ରାଜଧାନୀରେ ପାଠ ପଢ଼ିବାକୁ ଆସିଥିବା ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କଲା ରାକ୍ଷସ ମଉସା
- ଫିଫା ବିଶ୍ୱକପ ୨୦୨୬ର କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଅଭେଦ୍ୟ ଦୁର୍ଗ! ଆକାଶରୁ ସ୍ଥଳଭାଗ ଜଗିବେ ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ
- Kotia Border Tensions:କୋଟିଆରେ ଆନ୍ଧ୍ର ତହସିଲଦାର;ଜନଗଣନାକୁ ନେଇ…
Comments are closed.