ଭୁବନେଶ୍ୱର: ଆସିଲା ଆଉ ଏକ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ । ଭୁବନେଶ୍ୱରର ଦୁଇ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସମ୍ପୃକ୍ତ ୨ଜଣଙ୍କ ନମୂନା ନେଗେଟିଭ ଆସିଛି ।
Happy to share that two #COVID19 patients of Bhubaneswar have recovered and tested negative for COVID-19.
The recovered cases now stand at 37. #OdishaFightsCorona
— H & FW Dept Odisha (@HFWOdisha) April 27, 2020
ଏହାକୁ ମିଶାଇ ରାଜ୍ୟରେ ୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
Comments are closed.