Latest Odisha News

BREAKING NEWS

ପଜିଟିଭ ଚିହ୍ନଟ ହେଲେ ଏମ୍ସର ଆଉ ଦୁଇ ସୁରକ୍ଷାକର୍ମୀ

ଭୁବନେଶ୍ୱର: କରୋନା ପଜିଟିଭ ଚିହ୍ନଟ ହେଲେ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲର ଦୁଇ ସୁରକ୍ଷାକର୍ମୀ ।

ମିଳିଥିବା ସୂଚନା ଅନୁସାରେ, ଏମ୍‌ସରୁ ପୂର୍ବରୁ ୨ଜଣ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଚିହ୍ନଟ ଏହି ଦୁଇ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ଆସି ଆଉ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

Leave A Reply

Your email address will not be published.