କଟକ: ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ୨ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି ।
ପ୍ରଶାସନର ସୂଚନାନୁଯାୟୀ କାନପୁର ଥାନା ଅନ୍ତର୍ଗତ ବାଲିଝରି ଓ ରୁଷିପଡା ପଞ୍ଚାୟତକୁ ଅଗଷ୍ଟ ୨୨ରୁ ଅଗଷ୍ଟ ୨୬ ତାରିଖ ଯାଏଁ ସଟଡାଉନ୍ କରାଯାଇଛି ।
ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।
ଅଧିକ ପଢନ୍ତୁ- ଓଡିଶାରେ ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ
ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ
Comments are closed.