ଭୁୁବନେଶ୍ୱର: ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ଚିହ୍ନଟ ହୋଇଥିବା ୨ ଜଣ କରୋନା ପଜିଟିଭ ବ୍ୟକ୍ତି ସୁରଟ ଫେରନ୍ତା।
ଏନେଇ ଟ୍ବିଟ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)One Positive Case in Jharsuguda
40 yr Female
Contact of previous positive caseContact tracing and follow-up action is being done.
Total Positive Case: 160— I & PR Department, Odisha (@IPR_Odisha) May 3, 2020
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁସାରେ ଏହି ୨ ଜଣ ବ୍ୟକ୍ତି ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୧୩ ଓ ୨୨ ବର୍ଷ ବୟସ। ଏମାନେ ନିକଟ ଅତୀତରେ ସୁରଟରୁ ଫେରିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ କରୋନା ପଜିଟିଭ୍ଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧୦୩ଟି ସକ୍ରିୟ ମାମଲା ରହିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.