ଲଣ୍ଡନ: ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଏବେ ବିଶ୍ବର ଅନେକ ସ୍ଥାନରେ କାୟା ବିସ୍ତାର କରିସାରିଲାଣି। ଏହି କରୋନା ଲଢେଇକୁ ରେକିବା ଲାଗି ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛି।
୨୦୨୦ରେ ମହାମାରୀ ଆରମ୍ଭ ହେବା ଦିନଠାରୁ ବ୍ରିଟେନରେ ୧୫୦,୦୦୦ କୋଭିଡ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି। ଏଥିରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲୋକଙ୍କୁ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି।
ବ୍ରିଟେନରେ ୨୮ ଦିନ ମଧ୍ୟରେ ପ୍ରାୟ ୩୧୩ ଜଣଙ୍କର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Comments are closed.