Latest Odisha News

BREAKING NEWS

ବ୍ରିଟେନରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ!

ନୂଆଦିଲ୍ଲୀ: ୟୁକେରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଜଣେ ପରାମର୍ଶଦାତା ଚେତାବନୀ ଦେଇଛନ୍ତି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଲକ୍‌ଡାଉନ୍‌ ହୋଇପାରେ।

ୟୁରୋପରେ ଭ୍ରମଣ ଉପରେ କେତେକ କଠୋର ନିୟମ ବଜାୟ ରଖିବା ପାଇଁ ସରକାରଙ୍କ ନିଷ୍ପତ୍ତି ପରେ ଏୟାରଲାଇନ୍‌ସ ଏବଂ ବ୍ରିଟେନର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମତଭେଦ ବୃଦ୍ଧି ହୋଇଛି।

Comments are closed.