Latest Odisha News

BREAKING NEWS

ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର ,ଟ୍ୱଟ କରି ଜଣାଇଲେ ମନସୁଖ ମାଣ୍ଡଭୀୟ

ଦିଲ୍ଲୀ : ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛଦେ। ରାତି ଦିନ ଯେ କୌଣସି ସମୟରେ ପୋଷ୍ଟ ମର୍ଟମ ମଧ୍ୟ ହୋଇପାରିବ।ଏନେଇ ଦୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ।

ଆଗରୁ ଶବ ପୋଷ୍ଟ ମୋର୍ଟମ ପାଇଁ ରାତି ରାତି ଲୋକଙ୍କ ଅପେକ୍ଷା କରିବାକୁ ପଡୁଥିଲା। ହେଲେ କେନ୍ଦ୍ର ପକ୍ଷରୁ ଏହି ନୂତନ ଗାଇଡ ଲାଇନ ଆସିବା ପରେ ମୃତ ବ୍ୟକ୍ତିଙ୍କ ପୋଷ୍ଟ ମୋଟମ୍ ପାଇଁ ପରିବାର ବର୍ଗଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

 

Comments are closed.