Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏନେଇ ଭାରତର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଗୁରୁବାର ଏକ ଟୁଇଟ୍ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି।

“ମୋର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ଅନୁସରଣ କରୁଛି। ମୁଁ କ୍ବାରେଣ୍ଟାଇନ୍‌ରେ ଅଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ନିଜକୁ ପୃଥକ୍‌ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.