ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦୃତ ଗତିରେ ବଢିବାରେ ଲାଗିଛି । ରାଜନେତାଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରେଟି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହି ତାଲିକାରେ ଏବେ ଯୋଗ ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସିଏ ଏବେ ଘରେ ଆଇସୋଲେସନରେ ଅଛନ୍ତି ।
I have tested positive for Covid 19 today with mild symptoms. Following all the necessary protocols, I have isolated myself and I am under home quarantine. I request all those who have come in contact with me to isolate themselves and get tested.
— Nitin Gadkari (@nitin_gadkari) January 11, 2022
Union minister Nitin Gadkari tests Covid positive
ସେ ତାଙ୍କ ଟ୍ୱିଟ୍ରେ କହିଛନ୍ତି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଯେଉଁମାନେ ମୋ ସଂଶ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷଶ କରିବା ସହିତ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ।
Comments are closed.