Latest Odisha News

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦୃତ ଗତିରେ ବଢିବାରେ ଲାଗିଛି । ରାଜନେତାଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରେଟି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହି ତାଲିକାରେ ଏବେ ଯୋଗ ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସିଏ ଏବେ ଘରେ ଆଇସୋଲେସନରେ ଅଛନ୍ତି ।

Union minister Nitin Gadkari tests Covid positive

ସେ ତାଙ୍କ ଟ୍ୱିଟ୍ରେ କହିଛନ୍ତି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଯେଉଁମାନେ ମୋ ସଂଶ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷଶ କରିବା ସହିତ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.