Latest Odisha News

ଶୁକ୍ରବାର ଖୋଲିବ ଭୁବନେଶ୍ୱର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ଅଧିକାଂଶ ମାର୍କେଟକୁ ବିଏମ୍ସି ପକ୍ଷରୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଭୁବନେଶ୍ୱରର ୟନିଟ-୪ ମାର୍କେଟ ଓ ତାର ଆଖପାଖ ବଜାର ଖୋଲିବ । ଏନେଇ ସୂଚନା ମିଳିଛି ।

BjdElectrycity

ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଅଞ୍ଚଳକୁ ଜୁଲାଇ ୧୬ରୁ ସିଲ୍ କରିଥିଲା ବିଏମସି ପ୍ରଶାସନ । ସେଠାରେ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ଏହିପରି ପଦକ୍ଷେପ ଗ୍ରହଣ କରିଥିଲା ।

Leave A Reply

Your email address will not be published.