Latest Odisha News

BREAKING NEWS

ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ‌ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ଉକ୍ତ ବ୍ୟକ୍ତିଙ୍କୁ ୫୯ ବୟସ ହୋଇଥିଲା।

ଉତ୍ତର ପ୍ରଦେଶ ରାଜ ନାଗର ଅଞ୍ଚଳର ହର୍ଷ ହସ୍ପିଟାଲର ଇଏନ୍‌ଟି ବିଶେଷଜ୍ଞ ଡା. ବିପି ତ୍ୟାଗି ଶନିବାର ଦିନ କହିଛନ୍ତି ଯେ କୁନୱର ସିଂଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ଶୁକ୍ରବାର ଦିନ ୭.୩୦ ମିନିଟ୍‌ ସମୟରେ ଟକ୍ସେମିଆ କାରଣରୁ ଦେହାନ୍ତ ହୋଇଛି।

Comments are closed.