Latest Odisha News

ଉର୍ବଶୀଙ୍କ ବ୍ରେକ୍‌ଫାଷ୍ଟ୍‌ ଡ୍ରେସ୍‌ ମୂଲ୍ୟ ୧.୮୬ ଲକ୍ଷ!

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ନିଆରା ଲୁକ୍‌ ଏବଂ ଚମତ୍କାର ଚେହେରା ପାଇଁ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ହାବଟୋର ପ୍ୟାଲେସରେ ଏକ ପ୍ରାତଃ ଭୋଜନ ପାଇଁ ଯାଇଥିଲେ ଏବଂ ସେଠିିକି ସେ ଯେଉଁ ପୋଷାକ ଆଉ ଜୋତା ପିନ୍ଧି ଯାଇଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେ ପିନ୍ଧିଥିବା ଜୋତାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ଏଥିରେ ଉର୍ବଶୀଙ୍କୁ ଏକ ଏଲିଜାବେଟା ଫ୍ରାଞ୍ଚି ସର୍ଟ ସିଲ୍‌କ ଡ୍ବାଇଟ୍‌ ବ୍ଲେଜର ପନ୍ଧିଥିବା ଦେଖିବାକୁ ମିଳିଥିଲା। ସୁସଜ୍ଜିତ ବ୍ଲେଜର ଡିଜାଇନର୍ ପୋଷାକର ମୂଲ୍ୟ ପ୍ରାୟ ୫୦,୦୦୦ ଟଙ୍କା ଥିଲା। ଏହାସହିତ ସେ ଯେଉଁ ଗମ୍‌ବୁୁଟ୍‌ ପିନ୍ଧିଥିଲେ ତାହାର ମୂଲ୍ୟ ପ୍ରାୟ ୧,୩୬,୦୦୦ ଲକ୍ଷ ଟଙ୍କା ଥିଲା। ଉର୍ବଶୀଙ୍କ ପୁରା ଲୁକ୍ ବାସ୍ତବରେ ଆକର୍ଷଣୀୟ ଥିଲା।

Comments are closed.