Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ଆମେରିକା: ଇସ୍ରାଏଲ-ୟୁଏଇ ଶାନ୍ତି ଚୁକ୍ତି ଉଦ୍ୟମ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଇଭାଙ୍କା ଟ୍ରମ୍ପ ଏକ ଫକ୍ସ ନ୍ୟୁଜ୍ ରିପୋର୍ଟକୁ ଟୁଇଟ୍ କରିଛନ୍ତି,

ନରୱେ ସଂସଦର ସଦସ୍ୟ ଖ୍ରୀଷ୍ଟିଆନ ଟାଇବ୍ରିଙ୍ଗ-ଗେଜେଡେଙ୍କ ଦ୍ୱାରା ଏହି ନାମାଙ୍କନ ଦାଖଲ କରାଯାଇଛି । ସାରା ବିଶ୍ୱରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଉଦ୍ୟମରତ ଥିବା ଆମେରିକୀୟ ରାଷ୍ଟ୍ରପତିଙ୍କୁ ସେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.