Latest Odisha News
Browsing Tag

Donald Trump

ଜୋ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ 'ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି' ବୋଲି କହିଛନ୍ତି। ସିକ୍ରେଟ୍ ଡକ୍ୟୁମେଣ୍ଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ମିଆମି କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ନିଜକୁ…

ପୁଣି ସଚଳ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ସାନ୍ ଫ୍ରାନ୍ସିସ୍କୋ: ଆମେରିକାର ପୂର୍ବତନ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଦ ଥିବା ଟ୍ୱିଟର ଆକାଉଣ୍ଟ ପୁଣି ଥରେ ସଚଳ ହୋଇଛି। ଟ୍ୱିଟର ସିଇଓ ଏଥିପାଇଁ ୟୁଜର୍ସଙ୍କ ମତ ମାଗିଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପୁଣି ଦଲିଲ୍ ଦାଖଲ କରିଛନ୍ତି। ଗତବର୍ଷ ତାଙ୍କ ଟ୍ୱିଟର…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ୍ ହଟିବ, ଏଲନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍…

ବାଇଡେନଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ: ଆଫଗାନରୁ କେତେ ଆତଙ୍କୀଙ୍କୁ ଆମେରିକା ଆଣିଛ ?

ଓ୍ୱାଶିଂଟନ୍: କାବୁଲକୁ ତାଲିବାନ ଅକ୍ତିଆର କରିବା ପରେ ସେଠାରୁ ବାହାର ଦେଶର ଲୋକ, ଆଫଗାନ ଶରଣାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଆମେରିକା । କାବୁଲ ଏୟାରପୋର୍ଟରେ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଆମେରିକା ଏୟାରଲିଫ୍ଟ କରୁଛି ।…

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଅବସରରେ ବାଇଡେନ…

ସସ୍‌ପେଣ୍ଡ୍‌ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ

ନ୍ୟୁୟର୍କ: ୟୁଟ୍ୟୁବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ଅତି କମରେ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ୍‌ କରିଛି। ଏହାଛଡ଼ା ଏହାର ସ୍ଥଗିତ ସୀମାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ ଆଶା କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ କମ୍ପାନୀ କହିଛି ଯେ ଟ୍ରମ୍ପଙ୍କ ଚ୍ୟାନେଲ…

ସତରେ ହ୍ୱାଇଟ୍ ହାଉସରୁ ତଡା ଖାଇବେ କି ଟ୍ରମ୍ପ !

ୱାସିଂଟନ: ଆମେରିକାର ରାଷ୍ଟପତି ପଦରେ ଡୋନାଲ୍‌ଡ ଟ୍ରମ୍ପ ଆଉ ମାତ୍ର ୬ ଦିନ ରହିବାର ଅଛି । କାରଣ ଜାନୁଆରି ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ତେବେ ଟ୍ରମ୍ପ ଏହି ୬ ଦିନ ମଧ୍ୟ ନିଜ ପଦରେ ରହି ପାରିବେ କି ନାହିଁ, ସନ୍ଦେହ ଦେଖା ଦେଲାଣି । କାରଣ…

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ: ଆମେରିକାର ସଂସଦ ପରିସରରେ ହିଂସା ପରେ ଟ୍ୱିଟର ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ହିଂସା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ୱିଟର ଏହି ନିଷ୍ପତ୍ତି ନେଇଛି। ଆମେରିକାରେ ହୋଇଥିବା ହିଂସା ପରେ ନିକଟରେ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ହିଂସାକାଣ୍ଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକାରେ ହିଂସାକାଣ୍ଡ । ତାତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ଆମେରିକା ସଂସଦ ଭବନରେ ପ୍ରବେଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ ।…