Latest Odisha News

ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ସଚିବଙ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତ

ୱାଶିଂଟନ୍: ଭାରତ-ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପ‌ର୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏବଂ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ଏହି ସମୟ ମଧ୍ୟରେ ଚୀନ୍‌ର ରଣନୀତିକ ଆହ୍ୱାନର ମୁକାବିଲା ପାଇଁ ଦୁଇ ଦେଶର ସମ୍ବନ୍ଧକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହେବ।

 

Comments are closed.