ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆଜି ଆମେରିକାର ପଦକ୍ଷେପ ଚୀନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆମେରିକା ତାର ୨ଟି ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜକୁ ବିବାଦୀୟ ଜଳଡମରୁମଧ୍ୟ ଦେଇ ଚୀନର ନାକ ତଳେ ଅଭ୍ୟାସ କରିଛି । ଚୀନକୁ ଏହି ଦ୍ୱୀପ ସଦୃଶ ସ୍ଥାନକୁ ସର୍ବଦା ନିଜର ବୋଲି ଦାବୀ କରି ଆସିଛି । ଚୀନ ଜବରଦସ୍ତ ତାଇୱାନକୁ ତାର ଅଂଶ ବୋଲି ଦାବୀ କରି ଅସୁଛି । ତେବେ ତାଇୱାନକୁ ଆମେରିକା ସମର୍ଥନ କରୁଥିବାରୁ ଦୁଇ ଶକ୍ତିଶାଳୀ ଦେଶ ମୁହାଁମୁହିଁ ହୋଇଛନ୍ତି । ଏବେ କିଛି ଦିନ ତଳେ ଚୀନର ପତ୍ରକାର ଆମେରିକାକୁ ମିତ୍ର ଦେଶ ବୋଲି କହିବା ଆମର ଭୁଲ । ୧୯୪୯ପରଠାରୁ ଏହି ସ୍ଥାନ ତାଇୱାନ ଓ ଚୀନର ସବୁଠାରୁ ଉତେଜନାପୂର୍ଣ୍ଣ କ୍ଷେତ୍ର ଭାବେ ବିବେଚନା କରାଯାଉଛି । ଆମେରିକା ଯୁଦ୍ଧ ଜାହାଜ ପଠାଇବା ପରେ ଚୀନ ନିଶ୍ଚିତ ଭାବେ ପ୍ରତିକ୍ରିୟା ବ୍ୟକ୍ତ କରିବ । ତାଇୱାନ ମଧ୍ୟ ଚୀନ ସୀମା ନିକଟରେ ଯୁଦ୍ଧର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
BREAKING NEWS
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
- Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
- IED Blast: ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ
- ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ
- Trade Deal With EU: ୟୁରୋପୀୟ କାର ଉପରୁ ୪୦% ଶୁଳ୍କ ହ୍ରାସ କରିପାରେ ଭାରତ
- Weather Update: ଆସନ୍ତା ୪ ଦିନ ମଧ୍ୟରେ ୨ରୁ ୩ ଡିଗ୍ରି ବଢିବ ରାତି ତାପମାତ୍ରା, କମିବ ଶୀତ
- ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ଜଲୱା ଦେଖାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ
Comments are closed.