Latest Odisha News

BREAKING NEWS

ପୁଣି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପ୍ରବେଶିକା ପରୀକ୍ଷା ପୁଣିଥରେ ଘୁଞ୍ଚିଲା । ପୂର୍ବରୁ ଏହି ପରୀକ୍ଷାକୁ ଦୁଇଥର ଲାଗି ଘୁଞ୍ଚାଯାଇଥିଲା ।

ଅନଲାଇନ ଆବେଦନ ଲାଗି ପଞ୍ଜିକରଣର ଅନ୍ତିମ ତାରିଖ ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୨୦ ତାରିଖକୁ ବୃଦ୍ଧି କରାଯାଇଛି । ଆବେଦନକାରୀମାନେ ଜୁନ୍ ୨୦ ତାରିଖ ସକାଳ ୧୦ଟା ୪୫ମି.ମଧ୍ୟରେ ଅନଲାଇନରେ ଟଙ୍କା ଜମା କରିପାରିବେ । ଆହୁରି ମଧ୍ୟ ଆସନ୍ତା ୩୦ ତାରିଖ ସୁଦ୍ଧା ଆବେଦନ ଫର୍ମର ଜେରକ୍ସ କପି ଦାଖଲ କରିବାକୁ କୁହାଯାଇଛି ।

Leave A Reply

Your email address will not be published.