Latest Odisha News

BREAKING NEWS

ଏହି ରାଜ୍ୟରେ ଅଗଷ୍ଟ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

‌ଡେରାଡୁନ୍‌: ଅଗଷ୍ଟ ୧୦ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କର୍ଫ୍ୟୁ। ଏ ନେଇ ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଏହି ଅବଧିରେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣଙ୍କୁ  ଯୋଗ ଦେବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ସମସ୍ତ ବିଦ୍ୟାଳୟକୁ କୋଭିଡ୍‌-୧୯ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ କୁହାଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ ଦୁଇଟି ସିଫ୍ଟରେ କ୍ଲାସ୍ କରିବାକୁ ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ ଟ୍ୱିଟ୍ କରି କହିଛନ୍ତି।

Leave A Reply

Your email address will not be published.