Latest Odisha News

BREAKING NEWS

ଯାହା ୧୦୦ ବର୍ଷ ଭିତରେ ହେଇନି ତାହା ଆଗାମୀ ୧୦ ବର୍ଷରେ ହେବ; ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଉତ୍ତରପ୍ରଦେଶ ପାଇଁ ଅନେକ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରାଯାଇଛି ଯାହା ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ।

“ଭକ୍ତମାନଙ୍କ ଲାଗି ସୁବିଧାଜନକ କରିବା ପାଇଁ ଚାର ଧାମ ସହିତ ସଡ଼କ ସଂଯୋଗ ଏବଂ ହିମକୁଣ୍ଡ ସାହିବ ନିକଟରେ ଥିବା ରୋପୱେ ସହିତ ଉତ୍ତରପ୍ରଦେଶ ପାଇଁ ଅନେକ ଭିତ୍ତିଭୂମି କାର୍ଯ୍ୟ ଯୋଜନା କରାଯାଇଛି।

ଆସନ୍ତା ୧୦ ବର୍ଷ ମଧ୍ୟରେ ରାଜ୍ୟ ଗତ ୧୦୦ ତୁଳନାରେ ଅଧିକ ପର୍ଯ୍ୟଟକ ଗ୍ରହଣ କରିବ। ଯାହା ଗତ ୧୦୦ ର୍ବ ମଧ୍ୟରେ ହେଇନି ତାହା ଏହି ଆଗାମୀ ୧୦ ବର୍ଷ ଭିତରେ ହେବ ବୋଲି କହିଛନ୍ତି ମୋଦୀ। “ଉତ୍ତରପ୍ରଦେଶର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥରେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

Comments are closed.