ଭାଲେଣ୍ଟାଇନ୍ସ ଡ଼େ ପୂର୍ବରୁ ସାରା ବିଶ୍ୱରେ ପ୍ରେମୀଯୁଗଳ ଉତ୍ସାହର ସହିତ ଭାଲେଣ୍ଟାଇନ୍ ୱିକ୍ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ଓ ରେସ୍ତୋରାଁରେ ଏକାଧିକ ପ୍ରକାର ଅଫର ଦିଆଯାଉଛି । ଛୋଟବଡ଼ ଦୋକାନ କଥା ଛାଡ଼ନ୍ତୁ, ରାସ୍ତାକଡ଼ରେ ଗୁପ୍ଚୁପ୍ ବିକ୍ରି କରୁଥିବା ଜଣେ ଯୁବତୀ ମଧ୍ୟ ଭାଲେଣ୍ଟାଇନ ଅଫର ରଖି ଚର୍ଚ୍ଚାକୁ ଆସିଛନ୍ତି । ଗୋଟେ ପ୍ଲେଟ ଗୁପ୍ଚୁପ୍ ସାଙ୍ଗକୁ ଆଉ ଗୋଟେ ପ୍ଲେଟ ମାଗଣା । ତେବେ ଏହି ଅଫର ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ । କେବଳ ସିଙ୍ଗଲଙ୍କ ପାଇଁ ସେ ଏହି ଅଫର ଲାଗୁ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସିଙ୍ଗଲମାନେ ବେଶ୍ ଉତ୍ସାହିତ ।
BREAKING NEWS
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
- ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
Comments are closed.