Latest Odisha News

BREAKING NEWS

‘ମୋ ବସ୍‌’ ପାସର ଅବଧି ବଢିଲା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଗୁରୁବାର ଦିନ ଅନଲାଇନ୍ ଭୁବନେଶ୍ୱର ପାସ୍ ଓ ମ୍ୟାଜିକ ପାସର ଅବଧିକୁ ଅଟୋମେଟିକାଲି ବୃଦ୍ଧି କରାଯାଇଛି।

ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

କ୍ରୁଟର ସୂଚନାନୁଯାୟୀ ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲରୁ ଫିଜିକାଲ୍ ପାସ୍ କିଣିଥିବା ସମସ୍ତ ପାସ୍ ହୋଲ୍ଡର ମାନଙ୍କୁ ସେଠାରେ ହିଁ ପାସର ଅବଧିକୁ ବଢାଇବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟର୍ମିନାଲର ଅଫିସିଆଲ୍ ୱାର୍କିଂ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଗ୍ରହଣ କରିବେ ।

ସେହିପରି ଫିଜିକାଲ୍ ପାସର ଅବଧିକୁ ବଢାଇବା ପାଇଁ ଶେଷ ତାରିଖ ଅଗଷ୍ଟ ୧୪ ଯାଏଁ ରହିଛି ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.