Latest Odisha News

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂକୁ ଫେରିଲେ ବରୁଣ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ନତାଶା ଦଲାଲ୍‌ଙ୍କ ସହ ବିବାହ ପରେ ବରୁଣ ଧାୱନ ଏବେ କାମକୁ ଫେରି ଆସିଛନ୍ତି। ବରୁଣ ଅରୁଣାଚଳ ପ୍ରଦେଶକୁ ଯାଇଛନ୍ତି ଯେଉଁଠାରେ ସେ ଅମର କୌଶିକଙ୍କ ‘ଭେଡିଆ’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ୨୦୧୫ ରେ ରୋହିତ ଶେଟ୍ଟୀଙ୍କ ‘ଦିଲୱାଲେ’ରେ ଦୁହେଁ ଏକାଠି ଅଭିନୟ କରିଥିଲେ।

ସୂଚନା ଅନୁଯାୟୀ “ଫିଲ୍ମର ସୁଟିଂ ମେ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ ବରୁଣ ଏହି ପ୍ରକାରର ଏକ ନୂତନ ଧାରା ଚେଷ୍ଟା କରୁଛନ୍ତି, ଏବଂ ସେ ନିଜର ସର୍ବୋତ୍ତମ ଦେବାକୁ ଚାହୁଁଛନ୍ତି! “

Comments are closed.