ମୁମ୍ବାଇ: ବରୁଣ ଧାୱନ ତାଙ୍କର ଆଗାମୀ ଫିଲ୍ମ କୁଲୀ ନମ୍ବର ୱାନ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ଏହି ଅବସରରେ ବରୁଣ ଜଣେ ମହିଳା କୁଲୀଙ୍କ ଫଟୋ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସା କରିବା ସହ ସେ ଲେଖିଛନ୍ତି ଇଏ ହେଉଛନ୍ତି ପ୍ରକୃତ କୁଲି ନମ୍ବର ୱାନ ।
ଭାରତୀୟ ରେଳ ବାହିନୀରେ କାମ କରୁଥିବା ଏହି ମହିଳା କୁଲୀ ଜଣକ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହନ୍ତି । ମୁଁ ତାଙ୍କୁ ସମ୍ମାନ ଜଣାଇବା ସହ ନମସ୍କାର କରୁଛି ବୋଲି ବରୁଣ ଲେଖିଛନ୍ତି ।
BREAKING NEWS
- ଟି୨୦ରେ କେବଳ ଫୋକସ କରିବେ ମ୍ୟାକ୍ସୱେଲ
- ଟ୍ରକ୍ ସହିତ ଧକ୍କା ହେଲା ବସ୍; ଜଳିଗଲେ ୧୩ ଯାତ୍ରୀ
- ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ଦୁର୍ଘଟଣାରେ ୨୩ ମୃତ
- Hormuz open for India: ଭାରତ ପାଇଁ ସବୁଜ ପତାକା, ସୁରକ୍ଷିତ ହରମୁଜ୍ ପାର୍ ହେବେ ଇରାନର ଏହି ୫ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର…
- largest Missile Manufacturer: ମିିସାଇଲ ହେଉ କି ପରମାଣୁ, ଧୁରନ୍ଧର ଏହି ଦେଶ…
- ଜଳସେଚନ ବିଭାଗ SDOଙ୍କ ଘରେ ଭିଜିଲାନ୍ସ ରେଡ଼: ଘରୁ ମିଳିଲା ପୁଳାପୁଳା ଟଙ୍କା
- ନୀରବ ମୋଦିଙ୍କୁ ବଡ଼ ଝଟକା, ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଆବେଦନକୁ ଖାରଜ
- ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ୫ଟି ସର୍ତ୍ତ ରଖିଲା ଇରାନ
- କୁମିଂ ଅପରେସନ ବେଳେ SOG ଯବାନ ଗୁରୁତର
- ଚୋରା ଚାଲାଣ ବେଳେ ୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ
Comments are closed.