Latest Odisha News

BREAKING NEWS

ଉପରାଷ୍ଟ୍ରପତି ନିର୍ବାଚନ ଭୋଟ ଚାଲିଛି

ନୂଆଦିଲ୍ଲୀ:  ଆଜି ସକାଳ ୧୦ଟାରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ସାଂସଦମାନେ ମଧ୍ୟ ଭୋଟ ଦେଉଛନ୍ତି ।

ସଂସଦରେ ଭୋଟ ଦେବା ପ୍ରକ୍ରିୟ ଚାଲିଛି ।

 

Leave A Reply

Your email address will not be published.