Latest Odisha News

BREAKING NEWS

ବିବାହ ସମୟରେ କେବଳ ପଞ୍ଜାବୀରେ କଥା ହେଉଥିଲେ କ୍ୟାଟ୍ରିନା!

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ଥିଲା। ସେମାନଙ୍କ ବିବାହର କିଛି ଫଟୋ ଦେଖିବା ପାଇଁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିରହିଥିଲେ। ଡିସେମ୍ବର ୯ରେ, ସେଲିବ୍ରିଟି ଦମ୍ପତି ଆନୁଷ୍ଠାନିକ ଭାବରେ ବିବ‌ାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବିବାହର ଅତିଥିମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ବାରଣ କରିଥିଲେ। ବର୍ତ୍ତମାନ ସେମାନଙ୍କର ବିବାହର ଅଫିସିଆଲ୍ ଫଟୋ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିବାହ ସମୟରେ କ୍ୟାଟ୍ରିନା କେବଳ ପଞ୍ଜାବୀ ଭାଷାରେ କଥା ହୋଇଥିଲେ!

Comments are closed.