ମୁମ୍ବାଇ: ରିଲିଜ ହୋଇଛି ରୋମାଂଟିକ ମୁ୍ୟଜିକ ଭିଡିଓ ଆଲ୍ବମ ‘ମାଂଝା’ । ଏଥିରେ ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ଓ ସାଇ ମଂଜରେକରଙ୍କ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ଗୀତଟି ଏବେ ୟୁଟୁ୍ୟବ ଟ୍ରେଣ୍ଡରେ ରହିଛି ।
ଗୀତରେ ବିଶାଲ ମିଶ୍ରାଙ୍କ ଭଏସ୍ ଶୁଣିବାକୁ ମିଳିଛି । ଏହାର ମୁ୍ୟଜିକ କମ୍ପୋଜ ମଧ୍ୟ ବିଶାଲ ମିଶ୍ର ହିଁ କରିଛନ୍ତି । ଗୀତଟିକୁ ସଲମାନ ଖାନ ନିଜ ଟ୍ୱଇଟର ହ୍ୟାଣ୍ଡେଲରେ ସେୟାର କରି ପ୍ରସଂଶା କରିଛନ୍ତି ।
ଆୟୁଷ ଛାତ ଉପରେ ଗୁଡି ଉଡାଇ ସାଇଙ୍କୁ ପ୍ରପୋଜ କରୁଛନ୍ତି । ଆଜିର ଟିକଟକ ଯୁଗରେ ସେ ଗୁଡି ମାଧ୍ୟମରେ ସାଇଙ୍କୁ ପ୍ରେମ ପତ୍ର ଦେଉଥିବା ଗୀତରେ ଦେଖିବାକୁ ମିଳିିଛି । ଯାହାକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି ।
BREAKING NEWS
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
- ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ
- Bengali actor Rahul death:ବଙ୍ଗୀୟ ଅଭିନେତା ରାହୁଲଙ୍କ ମୃତ୍ୟୁ ମାମଲା; ପତ୍ନୀ ୫ ଜଣଙ୍କ ବିରୋଧରେ ଏତଲା ଦେଲେ
- ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ: ପନ୍ତଙ୍କ ଅର୍ଦ୍ଧଶତକ
- ୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
- Fuel crunch amid Iran war:ନେପାଳରେ ପେଟ୍ରୋଲିୟମ ଅଭାବ; ସରକାର ପ୍ରତି ସପ୍ତାହରେ ୨ ଦିନ ଛୁଟି କଲେ ଘୋଷଣା
- ଘୋଷଣା ହେଲା ଅକ୍ଷୟ-ବିଦ୍ୟାଙ୍କ ଫିଲ୍ମର ନାମ
- ସମସ୍ତ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ: ଗଣଶିକ୍ଷା ମନ୍ତ୍ରୀ
- ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ
Comments are closed.