Latest Odisha News

BREAKING NEWS

ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଏଂଟ ଚିହ୍ନଟ

ନୂଆଦିଲ୍ଲୀ: ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଂଏଟ ଚିିହ୍ନଟ ହୋଇଛି । ଯାହା କି ପ୍ରଥମେ ଭାରତ ଏବଂ ପରେ ବ୍ରିଟେନରେ ମିଳିଥିବା ବି.୧.୬୧୭ ଷ୍ଟ୍ରେନ ସଦୃଶ । ତେବେ ଏହା ବାୟୁରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମିତ ରୋଗୀଙ୍କ ଜେନେଟିକ ଷ୍ଟଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

BjdElectrycity

ପୂର୍ବରୁ କରୋନାର ନୂତନ ଷ୍ଟ୍ରେନ ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଭାରତରେ ହାହାକାର ସୃଷ୍ଟି କରିଛି । ଭିଏତନାମାରେ ଏହାକୁ ମିଶାଇ କରୋନାର ୭ମ ଭ୍ୟାରିଏଂଟ ଚିହ୍ନଟ ହୋଇଛି । ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଭିଏତନାମାରେ ଧିରେ ଧିରେ କଡା କଟକଣା ଲଗାଯିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.