ଢେଙ୍କାନାଳ: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ି ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଲକ୍ଷ୍ମଣ ଦଳେଇଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହାସହ ଅନିୟମିତତା ନେଇ ଖୋଲାତାଡ଼ ଜାରି ରଖିଛି ଭିଜିଲାନ୍ସ ।
BREAKING NEWS
- ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତସୂଚୀ
- ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ଦେଇ ପରେ ଫୋନ୍ ଉଠାଇ ନଥିଲେ କୋହଲି ? ଅମିତଙ୍କ ବଡ଼ ଖୁଲାସା !
- ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା
- ସମ୍ଭାବ୍ୟ ବାତ୍ୟା ମଧ୍ୟରେ ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ
- ଜାପାନର ହିନା ଅକିଚିଙ୍କୁ ହରାଇ ଫ୍ରେଞ୍ଚ ଓପନ୍ର ଫାଇନାଲରେ ପ୍ରବେଶ କଲେ ପି.ଭି. ସିନ୍ଧୁ
- ୧୬ ବର୍ଷ ପରେ ମଧ୍ୟ ସମୁଦ୍ରରେ ଜୀବନ୍ତ ତେଲ ଦୁର୍ଘଟଣାର ବିଷ: ସାମୁଦ୍ରିକ ପରିବେଶ ପାଇଁ ଏକ ବଡ଼ ଚେତାବନୀ
- ଷ୍ଟ୍ରିଂ ଥିଓରୀର ଅଗ୍ରଦୂତ ଅଶୋକ ସେନଙ୍କୁ ଓସ୍କାର କ୍ଲାଇନ ମେଡାଲ୍
- ବାରହା ଫାଶ ନେଲା ଯୁବକଙ୍କ ଜୀବନ
- ୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ
- ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବାକୁ ମନା କଲେ ନେହା ବୋରା

Comments are closed.