Latest Odisha News

ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେସେଇପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତାଙ୍କ ନାଁ ଉମେଶ ସେଠ୍ । ସେ କେଲେଣ୍ଡାପାଲି ଗ୍ରାମପଞ୍ଚାୟତ ପିଇଓ ଇନଚାର୍ଜ ବି ଅଛନ୍ତି । ତାଙ୍କ ଏକକାଳୀନ ଉମେଶଙ୍କ ଘର ସମେତ ତିନିଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି ।

ବରଗଡ଼ ଟାଉନ ସ୍ଥିତ କେଶବ ନଗରରେ ଥିବା ବାସଭବନ, ଲାଉନସରା ସ୍ଥିତ ପୈତୃକ ଘରେ ଚଢ଼ାଉ ହୋଇଛି । ସେହିପରି କେସେଇପାଲି ଓ କେଲେଣ୍ଡାପାଲି ସ୍ଥିତ ଅଫିସରେ ରେଡ୍ ବି ରେଡ୍ କରିଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ବି ଚଢ଼ାଉ ଚାଲିଛି । ଉମେଶଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେନେଇ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.