ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ। କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ରାସ୍ତା ଅଲଗା ଥିଲା। ହେଲେ ସେ ଟଙ୍କା ନେଇ ଯାଜପୁର କୁଆଖିଆ ରାସ୍ତାରେ ୪ଚକିଆରେ ଯାଉଥିବାବେଳେ ଏନସି କଲେଜ ପାଖରେ ଧରିଥିଲେ ଯାଜପୁର ଓ କଟକ ଟିମ ଭିଜିଲାନ୍ସ। ଏହି ଟିମର ମୁଖ୍ୟ ଥିଲେ କଟକ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର। ଅଧିକ ଖୋଳତାଡ଼ କରିବା ପାଇଁ ତାଙ୍କୁ ନିଜ ବାସଭବନ କଟକ ମହତାବ ରୋଡ଼କୁ ନିଆଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି
- Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ
- Trump Tariff on Russian Oil: ରୁଷୀୟ ତୈଳ ଉପରେ ୫୦୦% ଟାରିଫ୍ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!
- Opd Services: ସରକାରଙ୍କ ଏସମାକୁ ଫୁ’; ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ
- BNP leader Azizur Rahman shot dead : ବାଂଲାଦେଶରେ ବିଏନପି ନେତା ଅଜିଜୁର ରହମାନଙ୍କୁ ଗୁଳି କରି ହତ୍ୟା
- Lingaraj Temple: ସୁରକ୍ଷା ବ୍ୟବସ୍ଥାରେ ଢିଲା! ଅଣହିନ୍ଦୁ ପଶିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା
- Piyush Tripathi: ଅଭିନେତା ପିୟୁଷଙ୍କୁ ମଞ୍ଚ ଚଢ଼ିବା ମନା
- ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ
- Elephant Attack: ପୁଣି ଦନ୍ତା ଆତଙ୍କ: ରାତିକରେ ହାତୀ ନେଲାଣି ୬ ଜୀବନ
- US Military Budget: ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଆଗତ କଲେ ଟ୍ରମ୍ପ
Comments are closed.