Latest Odisha News

BREAKING NEWS

Browsing Tag

Vigilance Trap

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଅଫିସର

ଭୁବନେଶ୍ୱର: ଘରେ ରଖିଥିଲେ ପୁଳା ପୁଳା ସମ୍ପତ୍ତି । ମାଡ଼ି ବସିଲା ଭିଜିଲାନ୍ସ  । ଭିଜିଲାନ୍ସ ଜାଲରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର,  ବଲାଙ୍ଗିର ଓ ସୁନ୍ଦରଗଡ଼ର  ୫ଟି…

ବିଡା ବିଡା ଟଙ୍କା ଧରି ଯାଉଥିଲେ ବାବୁ, ମାଡି ବସିଲା ଭିଜିଲାନ୍ସ

ରାୟଗଡ଼ା: ରଖିଥିଲେ ବିଡା ବିଡା କଳା ଟଙ୍କା । ଘରେ ଯେତିକି ବାହାରେ ବି ସେତିକି । କଳା ବ୍ୟାଗରେ କଳା ଟଙ୍କାକୁ ଭର୍ତ୍ତି କରି ଅନ୍ଧାର ରାତିରେ ଯାଉଥିଲେ ବାବୁ । ତଥାପି ଧରାପଡିଗଲେ । ମାଡ଼ି ବସିଲା ଭିଜିଲାନ୍ସ । ବ୍ୟାଗରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ଏମିିତି ଘଟଣା ସାମ୍ନାକୁ ଆସିଛି…

ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି; ମାଡି ବସିଲା ଭିଜିଲାନ୍ସ  

ଭବାନୀପାଟଣା: ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡି ବସିଲା ଭିଜିଲାନ୍ସ ।   ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର।  ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।…

ଥାନାବାବୁଙ୍କର ଏତେ ସମ୍ପତ୍ତି ଦେଖି ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ  ତମାଣ୍ଡୋ ଥାନା ଏସ୍‌ଆଇ ।  ଘରେ ପଶି ଛାନଭିନ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ନୟାଗଡ଼ର ଥିବା ପୈତୃକ ଘରେ ମଧ୍ୟ ଚଢାଉ ହାଇଛି।…

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ…

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ।…

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି…

ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀ । ଜଣେ ବ୍ୟକ୍ତିଙ୍କଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ବୋଡେନ ଥାନା ଅନ୍ତର୍ଗତ ପାଲସାଦା ଗାଁର ଶ୍ରୀନିବାସ ବେହେରାଙ୍କଠାରୁ ୨୦୦…