ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ପୂଜା ରାଣୀ(୭୫ କେଜି) ଓ ଯୁବ ତାରକା ବିକାଶ କ୍ରିଷ୍ଣା(୬୯ କେଜି) ଭାରତର ପ୍ରଥମ ବକ୍ସର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏସିଆନ କ୍ୱାଲିଫାୟର୍ସରେ ଏହି ଦୁଇ ଖେଳାଳି ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସିଧାସଳଖ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ରାଣୀ ଥାଇଲ୍ୟାଣ୍ଡର ପୋରନ୍ନିପା ଚୁଟୀଙ୍କୁଙ୍କୁ ୫-୦ରେ ହରାଇଥିବା ବେଳେ ବିକାଶ ଜାପାନର ସେୱନରେଟସ୍ ଓକାଜାୱାଙ୍କୁ ପରାସ୍ତ କରିଛନ୍ତି। ଜୁଲାଇରୁ ଅଗଷ୍ଟ ଯାଏ ଖେଳା ଯିବାକୁ ଥିବା ଅଲିମ୍ପିକ୍ସରେ ରାଣୀ ପ୍ରଥମଥର ଭାଗ ନେବେ। ସେହିପରି ବିକାଶ ତୃତୀୟ ଥର ଅଲିମ୍ପିକ୍ସ ମେଡାଲ ପାଇଁ ଲଢ଼େଇ କରିବେ।
BREAKING NEWS
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
Comments are closed.