ନୂଆଦିଲ୍ଲୀ: ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ମିଳିବ ବୀର ଚକ୍ର ସମ୍ମାନ । ଗଲୱାନ ଘାଟିରେ ଚୀନ ସେନା ସଂଘର୍ଷରେ ସହିଦ ହୋଇଥିଲେ ନୁଦୁରାମ । ନୁଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ନୁଦୁରାମ ୧୬ ବାଟାଲିୟନ ବିହାର ରେଜିମେଣ୍ଟର ନାଏବ ସୁବେଦାର ଥିଲେ । ୧୯୯୭ରେ ସେନାରେ ଯୋଗ ଦେଇଥିଲେ ନୁଦୁରାମ ସୋରେନ୍ । ତାଙ୍କ ସହ ଗଲଓ୍ୱାଟ ସଂଘର୍ଷରେ ସହିଦ ହାବିଲଦାର କେ. ପଲାନି, ସିପାହି ଗୁରତେଜ ସିଂହ, ହାବିଲଦାର ତେଜିନ୍ଦର ସିଂହ ଓ ନାଏକ ଦୀପକ ସିଂହଙ୍କୁ ପ୍ରଦାନ କରାଯିବ ବୀର ଚକ୍ର ସମ୍ମାନ ।
BREAKING NEWS
- ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ
- ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…
- ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା
- ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ
- Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ
- ୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…
- ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ
- ଥାଇଲ୍ୟାଣ୍ଡରୁ ଉଦ୍ଧାର ହେଲେ ୪ ଓଡ଼ିଆ…
- AI ସମ୍ମିଳନୀରେ ସାର୍ଟ ଖୋଲି ହଙ୍ଗାମା; ଜେଲ୍ ଗଲେ ୪ ଅଭିଯୁକ୍ତ
- ଆମ ପୂର୍ବରୁ କେମିତି ଜାଣିଲେ; ପ୍ରେଗନାନ୍ସି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ ସରଗୁନ୍…
Comments are closed.