Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସାଂସଦ ନା ଗ୍ୟାଙ୍ଗଷ୍ଟର, କିଏ ଧରିଛି ଗୋଡ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ପୂର୍ବତନ ସାଂସଦଙ୍କ ଭିଡିଓ । ଏନକାଉଣ୍ଟରରୁ ବର୍ତ୍ତିବାଲାଗି ବାରମ୍ବାର ନେହୁରା ହେଉଛନ୍ତି । ଏପରିକି ବେକରେ ଲେଖା ପକାଇ ବୁଲୁଛନ୍ତି । କିଛି ଏପରି ଦାବି କରି ଅନେକ ଲୋକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଭିଡିଓକୁ ନେଇ ଉପୁଜିଛି ଏକାଧିକ ଦ୍ୱନ୍ଦ ।

Leave A Reply

Your email address will not be published.