Latest Odisha News

BREAKING NEWS

Browsing Tag

video

କିପରି ତିଆରି ହୁଏ ନୁଡୁଲ୍ସ ? ଏହି ଭିଡିଓ ଦେଖିବା ପରେ ବନ୍ଦ କରିଦେବେ ଖାଇବା

ଚାଇନିଜ୍ ଖାଇବା କଥା ଆସିଲେ ଆଗ ନୁଡୁଲ୍ସ କଥା ମନରେ ଆସିଥାଏ । ଯାହା ଛୁଆଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବେଶ୍ ପସନ୍ଦ । ଆପଣମାନେ ଏହି ଭିଡିଓ ଦେଖିବା ପରେ ହୁଏତ ନୁଡୁଲ୍ସ ପ୍ରତି ଆପଣଙ୍କ ମନ ବଦଳିପାରେ।  ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସ କିପରି ତିଆରି ହୁଏ ତାହା ଏହି…

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସାଂସଦ ନା ଗ୍ୟାଙ୍ଗଷ୍ଟର, କିଏ ଧରିଛି ଗୋଡ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ପୂର୍ବତନ ସାଂସଦଙ୍କ ଭିଡିଓ । ଏନକାଉଣ୍ଟରରୁ ବର୍ତ୍ତିବାଲାଗି ବାରମ୍ବାର ନେହୁରା ହେଉଛନ୍ତି । ଏପରିକି ବେକରେ ଲେଖା ପକାଇ ବୁଲୁଛନ୍ତି । କିଛି ଏପରି ଦାବି କରି ଅନେକ ଲୋକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଭିଡିଓକୁ ନେଇ…

ଦେଖନ୍ତୁ ଭିଡ଼ିଓ: ସୋନମ୍ କପୁରଙ୍କ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କଲେ ସ୍ୱାମୀ ଆନନ୍ଦ ଆହୁଜା !

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ସୋନମ୍ କପୁରଙ୍କ ଏକ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା । ଏହି ଭିଡ଼ିଓଟିକୁ ମଙ୍ଗଳବାର ଦିନ ସୋନମଙ୍କ ୩୫ତମ ଜନ୍ମ ଦିବସରେ ସୋସିଆଲ୍ ମିଡ଼ିଆରେ ନିଜେ ଆନନ୍ଦ ହିଁ ଶେୟାର୍ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ…

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ । #WATCH Assam: Traffic Police personnel in Guwahati…

ଲକ୍‌-ଡାଉନରେ କେରଳ ପୋଲିସର କ୍ରିକେଟ୍ କମେଣ୍ଟ୍ରି !

କେରଳ: ସୋସିଆଲ୍ ମିଡିଆରେ ଭାଇରାଲ୍ କେରଳ ପୋଲିସର ଲକ୍‌-ଡାଉନ୍ ଭିଜୁଆଲ୍ । ମାଡ କି ଗିରଫ କରି ନୁହେଁ ବରଂ କ୍ରିକେଟ କମେଣ୍ଟ୍ରି ଜରିଆରେ ଲୋକ ହେଉଛନ୍ତି ସଚେତନ । Drone sightings during lockdown... pic.twitter.com/kN3a4YCJ5D — Kerala Police (@TheKeralaPolice)…

କୋଭିଡ୍ -୧୯: କାହିଁକି ଭାଇରାଲ୍ ହେଲା ସାଉଦି ଡାକ୍ତରଙ୍କ ଭିଡିଓ ?

ସାଉଦି ଆରବ : କରୋନା ମହାମାରୀ ସହ ଲଢୁଛି ସାରା ବିଶ୍ୱ । ଏହି ଲଢେଇ ଭିତରେ ଜଣେ ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସାଉଦିରେ କରୋନା ମହାମାରୀକୁ ରୋକିବା ଲାଗି ମେଡିକାଲ୍ ପ୍ରଫେସ୍‌ନାଲ୍‌ ମାନଙ୍କୁ ଦିନରାତି ଖଟିବାକୁ ପଡୁଛି । ତା ଛଡା ଏହି ଭାଇରସ୍ ଯେପରି ଅନ୍ୟ…