ଭୁବନେଶ୍ୱର: ହଲିଉଡ ଅଭିନେତା ଗେରାର୍ଡ ବଟଲର୍ । ସାରା ବିଶ୍ୱରେ ବେଶ ପରିଚିତ । ହେଲେ ତାଙ୍କୁ ନେଇ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଗୁଜବ କି ସତ ? ଭାରତକୁ ଆସି ଗେରାର୍ଡ ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ । ହେଲେ କେବେ ଆସିଥିଲେ ସେ ଭାରତ ଓ କାହାଠୁ ଗ୍ରହଣ କରିଥିଲେ ହିନ୍ଦୁ ଧର୍ମ ? ଜାଣିବା ପାଇଁ ଦେଖନ୍ତୁ ଭାଇରାଲ୍ ପୋଷ୍ଟମୋର୍ଟମ୍…
BREAKING NEWS
- ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ
- ଲେମ୍ବୁ କାଟି ବର୍ଷା ବନ୍ଦ କଲେ ବିଜେପି ସାଂସଦ !
- Girls Trafficked:ହାଇଦ୍ରାବାଦରୁ ୫ ନାବାଳିକା ଉଦ୍ଧାର;ଚାକିରିର ପ୍ରଲୋଭନ ଦେଖାଇ ଚାଲାଣ ଅଭିଯୋଗ
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
- Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ
- China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ

Comments are closed.