ଭୁବନେଶ୍ୱର: କିଏ ନିର୍ମାଣ କରିଥିଲା ଷ୍ଟାଚୁ ଅଫ୍ ଲିବର୍ଟି ? କେବେ ହୋଇଥିଲା ଏହାର ନିର୍ମାଣ ? କ’ଣ ରହିଥିଲା ଏହି ଷ୍ଟାଚୁ ନିର୍ମାଣ ପଛର ଅସଲ କାରଣ ? ଷ୍ଟାଚୁ ଅଫ୍ ଲିବର୍ଟିକୁ ନେଇ କିଛି ଏପରି ପ୍ରଶ୍ନର ଉତ୍ତର ହୁଏ ତ ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିିବା ଏହି ଫଟୋ ବିଷୟରେ ବୋଧ ହୁଏ କେହି ଜାଣିଥିବେ । କୁହାଯାଉଛି ଏହି ଫଟୋ ଉପରେ ଅନୁପ୍ରାଣିତ ହୋଇ କୁଆଡେ ଷ୍ଟାଚୁ ଅଫ୍ ଲିବର୍ଟି ନିର୍ମାଣ ହୋଇଥିଲା !
BREAKING NEWS
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
- Removal of CEC Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି, ୧୯୩ ବିରୋଧୀ ସାଂସଦଙ୍କ ସ୍ୱାକ୍ଷର!
- US plane crashes in Iraq: ଯୁଦ୍ଧ ମଧ୍ୟରେ ଇରାକରେ ଟଳି ପଡିଲା ଆମେରିକୀୟ KC-135 ବିମାନ, ଥିଲେ ୫ କ୍ରୁ ସଦସ୍ୟ…
- ଭାରତର ସଫଳତା: ଯୁଦ୍ଧ ଭିତରେ ହର୍ମୁଜ୍ ପ୍ରଣାଳୀ ଦେଇ ମୁମ୍ବାଇରେ ପହଞ୍ଚିଲା ଅଶୋଧିତ ତେଲ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭଲ ଖବର: ଦିଲ୍ଲୀ-ରିୟାଦ ବିମାନ ସେବା ପୁନର୍ବାର ଆରମ୍ଭ
Comments are closed.