Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାରତରେ ଭାଇରାଲ୍ ଥାଇଲାଣ୍ଡ ମ୍ୟୁଜିୟମ୍ !

ଭୁବନେଶ୍ୱର: ପୁଣି ଏକ ଫଟୋ ସହାୟତାରେ ମିଥ୍ୟା ଗୁଜବ । ଇତିହାସକାରଙ୍କୁ ବଦନାମ । ତଥାପି ଲୋକେ ଅନାୟସରେ ଏକ ଫଟୋ ସହ ବିଭ୍ରାନ୍ତିକର କ୍ୟାପ୍ସନ୍‌କୁ ସେୟାର କରିଥିଲେ । ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ କରିଥିଲା ମିଥ୍ୟା ଗୁଜବ ପର୍ଦ୍ଦାଫାସ୍ । ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟକର ସତ୍ୟତା ।

Leave A Reply

Your email address will not be published.