ନବରଙ୍ଗପୁର : ନବରଙ୍ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସହରରେ ଥିବା ଏକ ଲୁଗା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ଏସିରୁ ସର୍ଟ ସର୍କିଟରୁ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ତଦାରଖ କରୁଛନ୍ତି ।
BREAKING NEWS
- ପାକିସ୍ତାନରେ ହାହାକାର
- ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, କହିଲେ ସରକାରୀ ବସ୍ରେ ଯିବି…
- Apple Phone for free: ଏଠି iPhone 17 ସମ୍ପୂର୍ଣ୍ଣ ମାଗଣା!
- ଶିଳ୍ପା କହିଲେ ବର୍ତ୍ତୁଳାସନର ଫାଇଦା କେତେ…
- ମୋଦି ନେବେ ବଡ଼ ନିଷ୍ପତ୍ତି! ମନ୍ତ୍ରିମଣ୍ଡଳରେ ପଶିଲା ଛନକା, କିଏ ହେବେ ବିଦା?
- Vijay Proves Majority: ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ, ମିଳିଲା ୧୪୪ ବିଧାୟକଙ୍କ ସମର୍ଥନ
- ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ କିପରି ହେଲା ମୃତ୍ୟୁ?
- ବିଜେଡିରୁ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ଦେବା ପରେ ନୟାଗଡ଼ ରାଜନୀତିରେ ହଟଚମଟ
- ମହଙ୍ଗା ହେଲା ସୁନା ଓ ରୁପା ଦର: ବୃଦ୍ଧି ହେଲା ଆମଦାନୀ ଶୁଳ୍କ
- କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ
Comments are closed.