Latest Odisha News

BREAKING NEWS

ବୃଦ୍ଧାଙ୍କ ଡ୍ୟାନ୍ସ ଜଲଓ୍ୱା, ଭିଡିଓ ଦେଖିଲେ ଖୁସ୍ ହୋଇଯିବେ

ଆଶା ଭୋସଲେଙ୍କ ଗୀତରେ ଦୁଇ ବୃଦ୍ଧାଙ୍କ ଜବରଦସ୍ତ ଡ୍ୟାନ୍ସ । ଧମାକାଦାର ଷ୍ଟେପ୍ ସାଙ୍ଗକୁ ଜମାଣିଆ ଫେସିଆଲ୍ ଏକ୍ସପ୍ରେସନ୍ । ଭାଇରାଲ୍ ଭିଡିଓକୁ ଯିଏ ଦେଖିବ କହିବ ଓ୍ୱା … ଓ୍ବା …। କଣ ଡ୍ୟାନ୍ସ କରୁଛନ୍ତି ସେମାନେ !

୧୯୭୫ ମସିହାର ଫେମସ ସଙ୍ଗ୍ ପିୟା ତୁ ଅବ ତୋ ଆଜା … ଗୀତରେ ମତୁଆଲା ହୋଇଛନ୍ତି ଦୁଇ ଜଣ ବୃଦ୍ଧ । ବିଚ୍ ରାସ୍ତାରେ ଡ୍ୟାନ୍ସ କରୁଛନ୍ତି । ଜୋଲି ମୁଡରେ ବୃଦ୍ଧା । ବୟସ ବଢ଼ିଥିଲେ ବି ଜୋସ୍ କିନ୍ତୁ କମିନି । ମନଖୋଲି ନାଚିଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବହୁ ଲୋକ ବି ପସନ୍ଦ କରୁଛନ୍ତି । ଯିଏ ଦେଖୁଛି ତା ଦିଲ୍ ଖୁସ ହୋଇ ଯାଉଛି । ଦୁଇ ଜଣ ବୟସ୍କ ମହିଳାଙ୍କ ଭିତରେ ଏହି ଜୋସ୍ ଦେଖିଲେ ଯେକେହି କହିବ କମାଲ୍ ଡ୍ୟାନ୍ସ ।
ଦେଖନ୍ତୁ ଭାଇରାଲ୍ ଭିଡିଓ

Leave A Reply

Your email address will not be published.