Latest Odisha News

BREAKING NEWS

ଆଇପିଏଲ ଟାଇଟଲ ସ୍ପନଶର ଭାବେ ଭିଭୋର ପ୍ରତ୍ୟାବର୍ତନ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଟାଇଟଲ ସ୍ପନଶର ଭାବେ ମୋବାଇଲ ପ୍ରସ୍ତୁତକାରୀ ଭିଭୋ କମ୍ପାନୀର ପ୍ରତ୍ୟାବର୍ତନ ହୋଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏ ନେଇ ସ୍ପଷ୍ଟ କରିଛନ୍ତି । ଡ୍ରିମ ଇଲେଭନ ସ୍ଥାନରେ ଭିଭୋ ୨୦୨୧ର ଟାଇଟଲ ସ୍ପନଶର ହେବ । ଭାରତ-ଚୀନ ବିବାଦ ଯୋଗୁ ଗତବର୍ଷ ଭିଭୋର କଂଟ୍ରାକ୍ଟ ସାମୟିକ ଭାବେ ରଦ୍ଦ କରାଯାଇଥିଲା ।

ଏହା ବଦଳରେ ଡିମ୍ସ ଇଲେଭନ ଟାଇଟଲ ସ୍ପନଶର ହୋଇଥିଲା । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ ଭିଭୋ ସହ ୩୪୧ ମିଲିୟନ ଡଲାରର ଚୁକ୍ତି କରିଥିଲା । ଡ୍ରିମ ଇଲେଭନ ୨୦୧୮ରୁ ଆଇପିଏଲର ଅଫିସିଆ ସ୍ପନଶର ହୋଇ ରହିଛି ।

Leave A Reply

Your email address will not be published.