ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର ଟ୍ରେଣ୍ଡ କମ ଆସିଛି।
ବୁଥ-୧୭ ବୁଥ ଗଣତି ସୁଦ୍ଧା
ବିଜେଡି-୪୩୦୦
ବିଜେପି-୨୯୪୭
କଂଗ୍ରେସ-୧୮୮
କଟକ ମହାନଗର ନିଗମ ମେୟର
ବୁଥ-୩୬ ବୁଥ ଗଣତି ସୁଦ୍ଧା
ବିଜେଡି-୧୦,୬୭୭
ବିଜେପି-୪୨୪୩
କଂଗ୍ରେସ-୯୮୩୪
ବ୍ରହ୍ମପୁର ମହାନଗର ନିଗମ ମେୟର
ବୁଥ-୭୨ ବୁଥ ଗଣତି ସୁଦ୍ଧା
ବିଜେଡି-୧୯୨୩୩
ବିଜେପି-୧୫୬୨୩
କଂଗ୍ରେସ-୧୮୧୭
Comments are closed.