Latest Odisha News

BREAKING NEWS

୩ ମହାନଗର ନିଗମରେ ବିଜେଡ଼ି ଆଗରେ

ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର ଟ୍ରେଣ୍ଡ କମ ଆସିଛି।

ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀଙ୍କୁ ସବାସ ସିଂଙ୍କୁ ୧୦୬୭୭ ଖଣ୍ଡ ମିଳିଥିବା ବେଳେ ବିଜେପିକୁ ୪୨୪୩ ଖଣ୍ଡ ଭୋଟ୍‌ ଓ କଂଗ୍ରେସକୁ ୯୮୪୩ ଖଣ୍ଡ ଭୋଟ ମିଳିଛି।

ବୁଥ-୧୭ ବୁଥ ଗଣତି ସୁଦ୍ଧା
ବିଜେଡି-୪୩୦୦
ବିଜେପି-୨୯୪୭
କଂଗ୍ରେସ-୧୮୮

କଟକ ମହାନଗର ନିଗମ ମେୟର 

ବୁଥ-୩୬ ବୁଥ ଗଣତି ସୁଦ୍ଧା
ବିଜେଡି-୧୦,୬୭୭
ବିଜେପି-୪୨୪୩
କଂଗ୍ରେସ-୯୮୩୪

ବ୍ରହ୍ମପୁର ମହାନଗର ନିଗମ ମେୟର 

ବୁଥ-୭୨ ବୁଥ ଗଣତି ସୁଦ୍ଧା
ବିଜେଡି-୧୯୨୩୩
ବିଜେପି-୧୫୬୨୩
କଂଗ୍ରେସ-୧୮୧୭

Leave A Reply

Your email address will not be published.