Latest Odisha News

BREAKING NEWS

ରାଜଧାନୀରେ ନବ ବିବାହିତା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଭଡ଼ାଘରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ନବ ବିବାହିତ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଭଡାଘରୁ ପୋଲିସ ଉଦ୍ଧାର କଲା ମୃତଦେହ । ମୃତ ଯୁବ ଇଞ୍ଜିନିୟରଙ୍କ ନାଁ ପୁଷ୍ପଲତା ସାହୁ ।

ପୁଷ୍ପଲତା ସାହୁ ହେଉଛନ୍ତି ଜଣେ ସଫ୍ଟୱେର ଇଂଜିନିୟର । ସେ  ଭୁବନେଶ୍ୱର ନୟାପଲ୍ଲୀ ଥାନା ୪୯୫ ପ୍ଲଟରେ ଭଡାଘରେ ରହୁଥିଲେ । ଆଜି ପୋଲିସ ତାଙ୍କ ମୃତଦେହ ଏହି ଭଡା ଘରୁ ଉଦ୍ଧାର କରିଛି ।  ପୁଷ୍ପଲତା   ୨ ବର୍ଷ ତଳେ ଭଦ୍ରକ ଜିଲ୍ଲାର ଜଣେ ସଫ୍ଟୱେର ଇଂଜିନିୟରଙ୍କୁ ବିବାହ କରିଥିଲେ  ।

ବିବାହର କିଛି ଦିନ ପରେଉଭୟେ ନୟାପଲ୍ଲୀରେ ଭଡାରେ ରହୁଥିଲେ। ତେବେ ପୁଷ୍ପଲତା କାହିଁକି  ଆତ୍ମହତ୍ୟା କଲେ ? ଏ ନେଇ ପୋଲିସ କୌଣସି  କାରଣ ସ୍ପଷ୍ଟ କରିପାରିନି

Comments are closed.