Latest Odisha News

BREAKING NEWS

ପୁରୀରେ ସମ୍ବିତ ଗାଇଲେ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ପୁରୀରେ ଆୟୋଜିତ ଏକ ନିର୍ବାଚନୀ ର‌୍ୟାଲିରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗୀତ ଗାଇ ଉପସ୍ଥିତ ଜନତାଙ୍କୁ ହତଚକିତ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଅବସରରେ ସମ୍ବିତ ଦ୍ୱିଭାଷୀ ତେଲୁଗୁ-ହିନ୍ଦୀ ଆକ୍ସନ ଥ୍ରିଲର ଫିଲ୍ମ ‘କ୍ରିମିନାଲ’ର ଏକ ହିଟ୍ ଗୀତ ‘ତୁମ ମିଲେ, ଦିଲ୍ ଖୋଲେ’ ଗୀତ ଗାଇଥିବା ନେଇ ଏକ ଭିଡିଓ ଦେଖିବାକୁ ମିଳିଛି ।

Leave A Reply

Your email address will not be published.