Latest Odisha News

BREAKING NEWS

ହ୍ୱାଟ୍ସଆପରେ ଆସିଲା ନୂଆ ଅପଡେଟ୍ ଫିଚର୍‌, ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ସ ହ୍ୱାଟ୍ସଆପରେ ଯୋଡି ହୋଇଛି ନୂଆ ଫିଚର୍ । ଏହାର ଡାର୍କ ମୋଡରେ କମ୍ପାନୀ ପକ୍ଷରୁ କିଛି ନୂଆ ଅପଡେଟ୍ ଜାରି କରାଯାଇଛି ।

ଖାସ୍ କରି ଆଇଫୋନ୍ ତଥା ଆପେଲ୍ ଗ୍ରାହକଙ୍କ ଲାଗି ଏହି ଅପଡେଟ୍ ଜାରି କରାଯାଇଛି । ଯାହାଫଳରେ ଏବେ ଡାର୍କମୋଡରେ ସାମିଲ ହୋଇଛି ଅନେକ ନୂଆ ଫିଚର୍ସ । ସେଥିମଧ୍ୟରେ ରହିଛି- ଡାର୍କ ମୋଡ୍‌, ବ୍ୟାକଗ୍ରାଉଣ୍ଡ ବ୍ଲର ଏବଂ ଆଡଭାନ୍ସଡ୍ ସର୍ଚ୍ଚ ମୋଡ୍ ।

ପୂର୍ବରୁ ଆଇଫୋନ୍ ୟୁଜର୍ସଙ୍କ ଲାଗି କମ୍ପାନୀ ପକ୍ଷରୁ ଡାର୍କମୋଡ୍ ଫିଚର୍ସ ଜାରି କରାଯାଇଥିଲା । ଏବେ ହ୍ୱାଟ୍ସଆପରେ ନୂଆ ବିଟା ଅପଡେଟ୍ ସହ ନୂଆ ଫିଚର୍ସ ରହିଛି ।

ଏବେ ଡାର୍କ ସ୍ପ୍ଲାଶ୍ ସ୍କ୍ରିନ, ଡାର୍କ ବବଲ୍ସ, ଡାର୍କ ଚାର୍ଟ ଲିଷ୍ଟ ସହ ଡାର୍କ ୱାଲପେପର ଏବଂ ଚାର୍ଟ ବ୍ୟାକଗ୍ରାଉଣ୍ଡରେ ସଲିଡ୍ କଲର୍ ମଧ୍ୟ ରହିଛି ।

Leave A Reply

Your email address will not be published.