Latest Odisha News

BREAKING NEWS

Browsing Tag

whatsaap

ନଭେମ୍ବର ୧ରୁ ଅଚଳ ହୋଇଯିବ ହ୍ବାଟସ୍ ଆପ୍!

ନୂଆଦିଲ୍ଲୀ: ନଭେମ୍ବର ୧ ସୋମବାର ଠାରୁ ହ୍ବାଟସ୍ ଆପ୍ ଆଉ ଅନେକ ଆଣ୍ଡ୍ରଏଡ୍ ଡିଭାଇସରେ ହ୍ବାଟସଆପ୍‌ ଅଚଳ ହୋଇପାରେ। ଯଦି ଉପଭୋକ୍ତାମାନେ ଏପର୍ଯ୍ୟନ୍ତ ସେମାନଙ୍କର ଚାଟ୍ ବ୍ୟାକଅପ୍ କରିନାହାଁନ୍ତି, ତେବେ ଏହି ପରିବର୍ତ୍ତନ ଯୋଗୁ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।…

ଦୀର୍ଘ ୬ ଘଣ୍ଟା ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍, ହ୍ୱାଟସଆପ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଅଚାନକ ଅଚଳ ହୋଇପଡ଼ିଥିଲା। ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ…

ହ୍ୱାଟସ୍‌ ଆପ ୟୁଜର୍ସଙ୍କୁ ବଡ ଝଟ୍‌କା; ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ହ୍ୱାଟସ୍‌ ଆପ ନୂଆ ଆଇଟି ଆକ୍ଟ ଅଧୀନରେ ଥିବା ନିୟମ ଅନୁଯାୟୀ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍‌ କରିଥିବାବେଳେ ଏହି ମାସ‌ରେ ମେସେଜିଂ ପ୍ଲାଟଫର୍ମ ୪୨୦ଟି ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ହ୍ୱାଟସ୍‌ ଆପ୍ ପକ୍ଷରୁ ସୂଚନା ପ୍ରଦାନ…

ଭିନ୍ନ ଉପାୟରେ ନୂଆ ପ୍ରାଇଭେସି ପଲିସିକୁ ନେଇ ସୂଚନା ପ୍ରସାର କରୁଛି ହ୍ୱାଟସ୍ ଆପ୍

ନୂଆଦିଲ୍ଲୀ: ହ୍ୱାଟସ୍ ଆପ୍ କିଛି ସମୟ ପାଇଁ ନିରନ୍ତର ଆଲୋଚନାରେ ରହିଆସିଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ନୂତନ ଗୋପନୀୟତା ନୀତି। ନୂତନ ଗୋପନୀୟତା ନୀତି ବିଷୟରେ ଉପଭୋକ୍ତାମାନେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ସେମାନେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରତି ବିପଦ ଅନୁଭବ କରୁଛନ୍ତି। କିନ୍ତୁ…

ଏଣିକି ହ୍ୱାଟ୍‌ସଆପ୍‌ରେ ବି ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍‌ସଆପ୍‌ରେ ଚାଟ୍ ଏବଂ ଭିଡିଓ କଲ ସହ ଟଙ୍କା ମଧ୍ୟ ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍‌ସଆପ୍‌କୁ ଅନୁମତି ଦେଇଛି ଏବଂ ଆଜିଠାରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ହ୍ୱାଟ୍‌ସଆପ୍‌ ଏକ ବିବୃତ୍ତିରେ…

ଫେବୃଆରୀ ମାସରେ ସର୍ବାଧିକ ଡାଉନଲୋଡ ଆପ୍ସ ରେକର୍ଡ କଲା ଟିକଟକ୍ : ରିପୋର୍ଟ

ନୂଆଦିଲ୍ଲୀ: ଫେବୃଆରୀ ମାସ ଟିକଟକ୍ ପାଇଁ କ୍ରମାଗତ ଦ୍ୱିତୀୟ ସଫଳ ମାସ ବୋଲି ପ୍ରମାଣିତ ହୋଇଛି | ଏହି ମାସରେ, ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଦୃଷ୍ଟିରୁ ଟିକଟକ୍ ଭେଟେରାନ୍ ହ୍ଵାଟସଆପ୍ସ  ଏବଂ ଫେସବୁକ କୁ  ପଛରେ ପକାଇ ଦେଇଛି। ଟିକଟକ୍ ର ବିଶ୍ୱବ୍ୟାପୀ ସର୍ବାଧିକ ପଞ୍ଜୀକୃତ ଡାଉନଲୋଡ୍…

ହ୍ୱାଟ୍ସଆପରେ ଆସିଲା ନୂଆ ଅପଡେଟ୍ ଫିଚର୍‌, ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ସ ହ୍ୱାଟ୍ସଆପରେ ଯୋଡି ହୋଇଛି ନୂଆ ଫିଚର୍ । ଏହାର ଡାର୍କ ମୋଡରେ କମ୍ପାନୀ ପକ୍ଷରୁ କିଛି ନୂଆ ଅପଡେଟ୍ ଜାରି କରାଯାଇଛି । ଖାସ୍ କରି ଆଇଫୋନ୍ ତଥା ଆପେଲ୍ ଗ୍ରାହକଙ୍କ ଲାଗି ଏହି ଅପଡେଟ୍ ଜାରି କରାଯାଇଛି । ଯାହାଫଳରେ ଏବେ ଡାର୍କମୋଡରେ ସାମିଲ ହୋଇଛି…

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି। ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା…

ଫୋନ ହଜିଗଲେ ମଧ୍ୟ ହ୍ଵାଟସଆପ୍‌ ଚାଟକୁ ରଖନ୍ତୁ ସୁରକ୍ଷିତ, ଜାଣନ୍ତୁ କେମିତି

ଭୁବନେଶ୍ୱର: ଆଜିକାଲି ପ୍ରାୟତଃ ସମସ୍ତେ ମେସେଜ କରିବା ପାଇଁ ହ୍ଵାଟସଆପକୁ ବ୍ୟବହାର କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ବହୁତ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହେବା ସହ ଅନ୍ୟ ସବୁ ଡାଟା ମଧ୍ୟ ଷ୍ଟୋର କରି ରଖୁଛନ୍ତି । ଯଦି କେବେ ଆପଣଙ୍କ ଫୋନ ହଜିଯାଏ ତେବେ କିପରି ଆପଣଙ୍କ ଚାଟ୍‌ ଏବଂ…