Latest Odisha News

BREAKING NEWS

ଶେଷ ଥର ପାଇଁ କରୋନା ସଂକ୍ରମଣ ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଚୀନକୁ ହୁ ପଠାଇବ ଟିମ

ଜେନିଭା:କରୋନା ମହାମାରୀ କବଳରେ ସାରା ବିଶ୍ୱରେ ପଡିବା ପରେ ସନ୍ଦେହର ପ୍ରଥମ ଓ ଶେଷ ସୂଇ ଚୀନକୁ ଯାଇଥିଲା । ମାତ୍ର ଚୀନର ଅସହଯୋଗ ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ସାଇଂଟିଫିକ ଟିମ୍ ଏହାର ଉତ୍ପତିସ୍ଥଳୀ ସ୍ଥଳ ସମ୍ପର୍କରେ ଏବେ ବି ଅଜ୍ଞ । ଗୁରୁବାର ହୁ ଶେଷ ଥର ପାଇଁ ଏହାର ଟିମ ଚୀନ ପଠାଇବ ବୋଲି କହିଛି । ସାର୍ସ-କୋଭ-୨ ଭୂତାଣୁ କେଉଁଠାରୁ ଆସିଛି ତାହା ଜାଣିବା ଜରୁରୀ, ଆଶା କରୁଛି ଚୀନ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବ ବୋଲି ହୁ ପକ୍ଷରୁ କୁହାଯାଇଛି ।

ଏହି ଟିମରେ ଚୀନର ଥିଆ ଫିସର, ହୁଙ୍ଗ ଗୁୟେନ ଓ ୟାଙ୍ଗ ୟୁଙ୍ଗାଇଙ୍କ ସମେତ ୨୬ଜଣ ସ୍ଥାନ ପାଇଛନ୍ତି । ଚୀନ ତାର ଲ୍ୟାବରୁ ଏହା ଲିକ୍ ହୋଇ ନାହିଁ ବୋଲି ବାରମ୍ବାର କହି ଆସିଛି ।

Leave A Reply

Your email address will not be published.